ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଲୋଥାଲରେ ଜାତୀୟ ସାମୁଦ୍ରିକ ହେରିଟେଜ୍ କମ୍ପେ୍ଲକ୍ସ ନିର୍ମାଣ ଉପରେ ଲିଙ୍କଡ୍‌ଇନ୍ ପୋଷ୍ଟ୍ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ପୋଷ୍ଟ କରାଯିବା ଦିନାଙ୍କ: 15 OCT 2024 3:37PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲିଙ୍କଡ୍‌ଇନ୍‌ରେ ଏକ ପୋଷ୍ଟ ଲେଖିଛନ୍ତି, ଯେଉଁଥିରେ ସେ ଗୁଜରାଟର ଲୋଥାଲରେ ଏକ ଜାତୀୟ ସାମୁଦ୍ରିକ ଐତିହ୍ୟ କମ୍ପେ୍ଲକ୍ସ ନିର୍ମାଣର ଲାଭ ସମ୍ପର୍କରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି ।

ଏହି ପୋଷ୍ଟର ଶୀର୍ଷକ ହେଉଛି ‘ଆସନ୍ତୁ ପର୍ଯ୍ୟଟନ ଉପରେ ଧ୍ୟାନ ଦେବା’ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ନିକଟରେ କେନ୍ଦ୍ର କ୍ୟାବିନେଟ୍ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି – ଲୋଥାଲରେ ଏକ ଜାତୀୟ ସାମୁଦ୍ରିକ ଐତିହ୍ୟ କମ୍ପେ୍ଲକ୍ସର ବିକାଶ । ଏପରି ପଦକ୍ଷେପ ସଂସ୍କୃତି ଏବଂ ପର୍ଯ୍ୟଟନ ଜଗତରେ ନୂତନ ସୁଯୋଗ ସୃଷ୍ଟି କରିବ । ଭାରତ ସଂସ୍କୃତି ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଅଧିକ ଅଂଶଗ୍ରହଣ ଆହ୍ୱାନ କରୁଛି ।”

 

SR   


(ରିଲିଜ ଆଡି: 2065056) ପରିଦର୍ଶକ କାଉଣ୍ଟର : 89