ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସନ୍ଥ ଶ୍ରୀ ରାମାରାଓ ବାପୁ ମହାରାଜଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
05 OCT 2024 2:51PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଥ ଶ୍ରୀ ରାମାରାଓ ବାପୁ ମହାରାଜଙ୍କ ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଶ୍ରୀ ମୋଦୀ ଉଲ୍ଲେଖ କରିିଛନ୍ତି, ସନ୍ଥ ରାମାରାଓ ବାପୁ ସର୍ବଦା ମାନବ ଜୀବନର କଷ୍ଟକୁ ଦୂର କରିବା ସହ ଏକ ଦୟାଳୁ ସମାଜ ଗଠନ ପାଇଁ କାମ କରିଥିଲେ ।
ଏକ୍ସର ଏକ ପୋଷ୍ଟରେ ସେ ଲେଖିଛନ୍ତି:
“ୱାଶିମଠାରେ ସନ୍ଥ ଶ୍ରୀ ରାମାରାଓ ବାପୁ ମହାରାଜଙ୍କ ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଜଣାଇଲି । ତାଙ୍କ ମହତ୍ ଶିକ୍ଷା ଅନେକଙ୍କୁ ଶକ୍ତି ଦେଇଛି । ସେ ସର୍ବଦା ମାନବ ଜୀବନର କଷ୍ଟ ଦୂର କରିବା ସହ ଏକ ଦୟାଳୁ ସମାଜ ଗଠନ ଲାଗି କାମ କରୁଥିଲେ ।”
SR
(रिलीज़ आईडी: 2062399)
आगंतुक पटल : 53
इस विज्ञप्ति को इन भाषाओं में पढ़ें:
Telugu
,
Tamil
,
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Kannada
,
Malayalam