ପୋଷ୍ଟ କରାଯିବା ଦିନାଙ୍କ:
03 OCT 2024 8:54AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟଙ୍କ ନମନୀୟତାକୁ ପ୍ରଶଂସା କରିଛନ୍ତି । ସେ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଲୋକଙ୍କ ସାହସ ଏବଂ ଭାବନା ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଇବ ।
ଏକ୍ସରେ ଇଣ୍ଡିଆ ମାଇନରିଟିଜ୍ ଫାଉଣ୍ଡେସନ୍ ଦ୍ୱାରା ଏକ ଭିଡିଓ ପୋଷ୍ଟ ଶେୟାର କରି ସେ କହିଛନ୍ତି;
“ଆମ ଲୋକଙ୍କ ନମନୀୟତା ପାଇଁ ଗର୍ବିତ । ସେମାନଙ୍କର ସାହସ ଏବଂ ଭାବନା ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଇବ ।”
SR