ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜୈବିକ ଚାଷୀ ଶ୍ରୀମତୀ ପାପ୍ପାମ୍ମାଲଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 28 SEP 2024 7:35AM by PIB Bhubaneswar

 

ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଜୈବିକ ଚାଷୀ ଶ୍ରୀମତୀ ପାପ୍ପାମ୍ମାଲଙ୍କପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକପ୍ରକାଶ କରିଛନ୍ତି  ଶ୍ରୀ ମୋଦୀ କହିଛନ୍ତିସେ କୃଷି ବିଶେଷକରି ଜୈବିକ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ଲୋକମାନେ ତାଙ୍କୁ ତାଙ୍କ ବ୍ୟବହାର ଏବଂ ଦୟାମନୋଭାବ ପାଇଁ ପ୍ରଶଂସା କରନ୍ତି 

ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟରେ କହିଛନ୍ତି:

ପାପ୍ପାମ୍ମାଲ ଜୀଙ୍କ ପରଲୋକରେ ଗଭୀର ଦୁଃଖିତ  ସେକୃଷିବିଶେଷ କରି ଜୈବିକ କୃଷି କ୍ଷେତ୍ରରେ ଉଲ୍ଲେଖନୀୟକାର୍ଯ୍ୟ କରିଛନ୍ତି  ଲୋକମାନେ ତାଙ୍କ ବ୍ୟବହାର  ଦୟାମନୋଭାବ ପାଇ ପ୍ରଶଂସା କରନ୍ତି  ତାଙ୍କ ପରିବାର ପ୍ରଶଂସକଙ୍କ ପାଇଁ ମୋର ସମବେଦନା୧ ଓମ୍ ଶାନ୍ତି 

SR

 


(ରିଲିଜ ଆଡି: 2060001) ପରିଦର୍ଶକ କାଉଣ୍ଟର : 79