ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମିଲାଦ୍-ଉନ୍-ନବୀ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
16 SEP 2024 9:01AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମିଲାଦ୍-ଉନ୍-ନବୀ ଅବସରରେ ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ୍ସରେ ଏକ ବାର୍ତ୍ତାରେ ଶ୍ରୀ ମୋଦୀ ଲେଖିଛନ୍ତି:
“ଇଦ୍ ମୁବାରକ୍!
ମିଲାଦ୍-ଉନ୍-ନବୀ ଅବସରରେ ଶୁଭେଚ୍ଛା । ସମନ୍ୱୟ ଏବଂ ଏକତା ସର୍ବଦା ବଜାୟ ରହୁ । ଚତୁର୍ଦ୍ଦିଗରେ ଆନନ୍ଦ ଏବଂ ସମୃଦ୍ଧି ରହୁ ।”
SR
(ରିଲିଜ ଆଡି: 2055297)
ପରିଦର୍ଶକ କାଉଣ୍ଟର : 83
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam