ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୁରୁଷ ହାଇ ଜମ୍ପ୍ ଟି୬୩ରେ ରୌପ୍ୟ ପଦକ ଜିତିଥିବାରୁ ଶରଦ କୁମାରଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

प्रविष्टि तिथि: 04 SEP 2024 10:27AM by PIB Bhubaneshwar

ପ୍ୟାରିସ୍ ପାରାଲିମ୍ପିକ୍ସ ୨୦୨୪ରେ ପୁରୁଷ ହାଇ ଜମ୍ପ୍ ଟି୬୩ ରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶରଦ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ପାରାଲିମ୍ପିକ୍ସ ୨୦୨୪ରେ ପୁରୁଷ ହାଇ ଜମ୍ପ୍ ଟି୬୩ରେ ଶରଦ କୁମାର ରୌପ୍ୟ ପଦକ ଜିତିଛନ୍ତି! ତାଙ୍କର ଉତ୍ସର୍ଗୀକୃତତା ଏବଂ ଉତ୍କୃଷ୍ଟତା ପାଇଁ ସେ ପ୍ରଶଂସାର ଯୋଗ୍ୟ । ତାଙ୍କୁ ଅଭିନନ୍ଦନ । ସେ ସମଗ୍ର ଦେଶକୁ ପ୍ରେରିତ କରୁଛନ୍ତି । #Cheer4Bharat

 

 

SR   


(रिलीज़ आईडी: 2051734) आगंतुक पटल : 68
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Hindi_MP , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam