ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
୨୦୨୪ ପ୍ୟାରିସ୍ ପାରାଅଲିମ୍ପିକ୍ସରେ ସାମିଲ ହୋଇଥିବା ଭାରତୀୟ ଦଳକୁ ୧୪୦ କୋଟି ଭାରତୀୟଙ୍କ ଶୁଭେଚ୍ଛା: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
Posted On:
28 AUG 2024 9:46PM by PIB Bhubaneshwar
ପ୍ୟାରିସ ପାରାଅଲିମ୍ପିକ୍ସ ୨୦୨୪ରେ ଭାଗ ନେଉଥିବା ଭାରତୀୟ ଦଳକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । କ୍ରୀଡ଼ାବିତମାନଙ୍କୁ ସାହସ ଓ ଦୃଢ଼ ନିଶ୍ଚିତତାକୁ ସେ ପ୍ରଶଂସା କରି କହିଛନ୍ତି, ୧୪୦ କୋଟି ଭାରତୀୟ ସେମାନଙ୍କ ସଫଳତା କାମନା କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
“୪୦ କୋଟି ଭାରତୀୟ ପ୍ୟାରିସ ଅଲିମ୍ପିକ୍ସରେ #paralympics 2024 ଆମ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରତ୍ୟେକ କ୍ରୀଡ଼ାବିତଙ୍କ ସାହସ ଓ ଦୃଢ଼ନିଶ୍ଚିତତା ସମଗ୍ର ଦେଶ ପାଇଁ ପ୍ରେରଣାର ଉତ୍ସ । ପ୍ରତ୍ୟେକ ସେମାନଙ୍କ ସଫଳତା କାମନା କରୁଛନ୍ତି ।# Cheer4Bharat ”
SR
(Release ID: 2049621)
Read this release in:
Telugu
,
Kannada
,
English
,
Urdu
,
Hindi
,
Punjabi
,
Gujarati
,
Bengali
,
Manipuri
,
Assamese
,
Tamil
,
Malayalam