ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନଭରୋଜରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ପୋଷ୍ଟ କରାଯିବା ଦିନାଙ୍କ: 15 AUG 2024 4:10PM by PIB Bhubaneswar

 

ପାର୍ସ ନବବର୍ଷ ନଭରାଜ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଶ୍ରୀ ମୋଦୀ ପୁଣି କହିଛନ୍ତି, ଏହି ପର୍ବ ଖୁସି, ସଫଳତା ଉତ୍ତମ ସ୍ୱାସ୍ଥ୍ୟ ଆଣିଥାଏ

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

ସମସ୍ତଙ୍କୁ ପାର୍ସ ନବବର୍ଷର ବହୁତ ବହୁତ ଶୁଭେଚ୍ଛା!ଏହି ନବବର୍ଷ ସମସ୍ତଙ୍କ ପାଇଁ ଖୁସି, ସଫଳତା ଉତ୍ତମ ସ୍ୱାସ୍ଥ୍ୟ ଆଣୁ ଆମ ସମାଜରେ ଭ୍ରାତୃତ୍ୱ ଭାବ ଅଧିକ ଗଭୀର ହେଉ ନଭରୋଜ ମୁବାରକ!”

SR


(ରିଲିଜ ଆଡି: 2045831) ପରିଦର୍ଶକ କାଉଣ୍ଟର : 73