ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ରୀ ଭେଙ୍କୟା ନାଇଡ଼ୁଙ୍କ ୭୫ତମ ଜନ୍ମ ଦିନ ଉପଲକ୍ଷେ ଏକ ଲେଖ ରଚନା କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 01 JUL 2024 9:37AM by PIB Bhubaneshwar

ପୂର୍ବତନ ଉପରାଷ୍ଟ୍ରପତି ଶ୍ରୀ ଏମ ଭେଙ୍କୟାନାଇଡ଼ୁଙ୍କ ଆଜି ତାଙ୍କ ୭୫ତମ ଜନ୍ମ ଦିନ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ଏହି ବିଶେଷ ଦିବସ ଅବସରରେ ଶ୍ରୀ ନାଇଡ଼ୁଙ୍କ ଜୀବନୀ, ସେବା ଏବଂ ଦେଶ ଗଠନ ଲାଗି ପ୍ରତିବଦ୍ଧତା ଉପରେ ପ୍ରଧାନମନ୍ତ୍ରୀ ନିଜ ଭାବନାକୁ ନେଇ ଏକ ଲେଖ ରଚନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

୭୫ତମ ଜନ୍ମ ଦିନ ଅବସରରେ ଶ୍ରୀ @MVenkaiahNaidu ଗାରୁଙ୍କୁ ଶୁଭେଚ୍ଛା । ତାଙ୍କ ସୁସ୍ଥ ଓ ଦୀର୍ଘ ଜୀବନ କାମନା କରି ପ୍ରାର୍ଥନା କରୁଛି । ଏହି ସ୍ୱତନ୍ତ୍ର ଦିବସ ଅବସରରେ ତାଙ୍କ ଜୀବନୀ, ସେବା ଓ ଦେଶ ଗଠନ ଦିଗରେ ପ୍ରତିବଦ୍ଧତା ଉପରେ ଭାବନାକୁ ନେଇ ଏକ ଲେଖ ରଚନା କରିଛି ।”

SR


(रिलीज़ आईडी: 2032097) आगंतुक पटल : 75
इस विज्ञप्ति को इन भाषाओं में पढ़ें: हिन्दी , English , Urdu , Marathi , Hindi_MP , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam