ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୨୦୨୪ ପ୍ୟାରିସ ଅଲିମ୍ପିକ୍ସକୁ ଯାଉଥିବା ଭାରତୀୟ ଖେଳାଳିଙ୍କ ଦଳ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 04 JUL 2024 8:36PM by PIB Bhubaneswar

୨୦୨୪ ପ୍ୟାରିସ ଅଲିମ୍ପିକ୍ସକୁ ଯାଉଥିବା ଭାରତୀୟ ଖେଳାଳିଙ୍କ ଦଳ ସହ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାବ ବିନିମୟ କରିଛନ୍ତି

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“@Olympics ପାଇଁ ପ୍ୟାରିସ ଯାଉଥିବା ଆମ ଖେଳାଳିଙ୍କ ଦଳ ସହ ଭାବ ବିନିମୟ କଲି ମୁଁ ନିଶ୍ଚିତ ଅଛି, ଆମ ଖେଳାଳିମାନେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରି ଭାରତକୁ ଗର୍ବିତ କରିବେ ସେମାନଙ୍କ ଜୀବନଯାତ୍ରା ସଫଳତା ୧୪୦ କୋଟି ଭାରତୀୟଙ୍କୁ ଆଶା ଦେଇଛି 

SR


(रिलीज़ आईडी: 2030882) आगंतुक पटल : 102
इस विज्ञप्ति को इन भाषाओं में पढ़ें: Tamil , English , Urdu , हिन्दी , Hindi_MP , Marathi , Manipuri , Bengali , Assamese , Punjabi , Gujarati , Telugu , Kannada , Malayalam