ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ

ବୃକ୍ଷାସନ ଭିଡିଓ ଶେୟାର କଲେ ପ୍ରଧାନମନ୍ତ୍ରୀ

Posted On: 12 JUN 2024 3:29PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଯୋଗ ଦିବସକୁ ଦୃଷ୍ଟିରେ ରଖି ବୃକ୍ଷାସନର ଉପଯୋଗିତାକୁ ବର୍ଣ୍ଣନା କରି ଏକ ବିସ୍ତୃତ ଯୋଗ ଭିଡିଓ ଶେୟାର କରିଛନ୍ତି

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ;

ବୃକ୍ଷାସନ କିମ୍ବା ଗଛ ମୁଦ୍ରା ଶାରୀରିକ ସନ୍ତୁଳନ ଏବଂ ସ୍ଥିତିରେ ଉନ୍ନତି ଆଣିବା ସହ ଏହାର ବିଭିନ୍ନ ଉପାଦେୟତା ମଧ୍ୟ ରହିଛି

ବୃକ୍ଷାସନ କିମ୍ବା ଗଛ ମୁଦ୍ରାରେ କରାଯାଉଥିବା ଆସନର ବହୁ ଲାଭ ରହିଛି ଏହା ଶରୀରର ସନ୍ତୁଳନକୁ ଅଧିକ ଭଲ କରିବା ସହ ମଜଭୁତ କରିଥାଏ

वृक्षासन यानि पेड़ की मुद्रा में किए जाने वाले आसन के कई फायदे हैं। यह शरीर के संतुलन को बेहतर बनाने के साथ ही इसे मजबूती प्रदान करता है। pic.twitter.com/cgUl2GO9vx

— Narendra Modi (@narendramodi) June 12, 2024

    SR



(Release ID: 2024684) Visitor Counter : 18