ପୋଷ୍ଟ କରାଯିବା ଦିନାଙ୍କ:
14 MAR 2024 1:21PM by PIB Bhubaneswar
ଦେଶବ୍ୟାପୀ ପ୍ରଥମ ଥର ଭୋଟର ହୋଇଥିବା ଯୁବପୀଢ଼ିଙ୍କୁ ଉତ୍ସାହିତ କରିବା ପାଇଁ ପ୍ରଧାନମନ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ ଶେୟାର କରିଛନ୍ତି।
ପ୍ରଧାନମନ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ଦେଶବ୍ୟାପୀ ଯୁବପୀଢ଼ିମାନେ କହୁଛନ୍ତି, ମେରା ପେହ୍ଲା ଭୋଟ୍ ଦେଶ କେ ଲିୟେ।”
SR