ପୋଷ୍ଟ କରାଯିବା ଦିନାଙ୍କ:
03 MAR 2024 10:31PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ଆୟା ବୈକୁଣ୍ଡ ସ୍ୱାମୀକାଳଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି;
ତାଙ୍କ ଜୟନ୍ତୀ ଅବସରରେ ମୁଁ ଶ୍ରୀ ଆୟା ବୈକୁନ୍ଦ ସ୍ବାମୀକାଳଙ୍କୁ ପ୍ରଣାମ କରୁଛି। ଏକ ଦୟାଳୁ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଜ ଗଠନ ପାଇଁ ତାଙ୍କର ଅଗଣିତ ପ୍ରୟାସ ପାଇଁ ଆମେ ସମସ୍ତେ ଗର୍ବିତ ଯେଉଁଠାରେ ଗରିବରୁ ଗରିବ ଲୋକମାନେ ସଶକ୍ତ ହୋଇପାରିବେ । ମାନବିକତା ପାଇଁ ତାଙ୍କର ସ୍ୱପ୍ନକୁ ପୂରଣ କରିବା ପାଇଁ ଆମେ ଆମର ପ୍ରତିବଦ୍ଧତାକୁ ଦୋହରାଇଛୁ।
BS