ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜେଏମଏମ ଲାଞ୍ଚ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 04 MAR 2024 1:52PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜେଏମ୍ଏମ୍ ଲାଞ୍ଚ ମାମଲାରେ ସୁପ୍ରିମ୍ କୋର୍ଟଙ୍କ ରାୟକୁ ପ୍ରଶଂସା କରିଛନ୍ତି।

ଏହାକୁ ଏକ ମହାନ ବିଚାର ବୋଲି କହି ପ୍ରଧାନମନ୍ତ୍ରୀ ଟ୍ବିଟର ପୋଷ୍ଟରେ କହିଛନ୍ତି;

"ସ୍ୱାଗତମ୍ !

ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ଏକ ମହାନ ରାୟ ଯାହା ସ୍ୱଚ୍ଛ ରାଜନୀତିକୁ ସୁନିଶ୍ଚିତ କରିବ ଏବଂ ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ୱାସକୁ ଗଭୀର କରିବ।

 

BS



(Release ID: 2011244) Visitor Counter : 51