ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
୨୦୨୩-୨୪ ର ତୃତୀୟ ତ୍ରୟମାସରେ ୮.୪% ଜିଡିପି ଅଭିବୃଦ୍ଧି ଭାରତୀୟ ଅର୍ଥନୀତିର ଶକ୍ତି ଏବଂ ଏହାର ସାମର୍ଥ୍ୟକୁ ଦର୍ଶାଉଛି: ପ୍ରଧାନମନ୍ତ୍ରୀ
प्रविष्टि तिथि:
29 FEB 2024 8:55PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ୨୦୨୩-୨୪ ର ତୃତୀୟ ତ୍ରୟମାସରେ ୮.୪% ଜିଡିପି ଅଭିବୃଦ୍ଧି ଭାରତୀୟ ଅର୍ଥନୀତିର ଶକ୍ତି ଏବଂ ଏହାର ସମ୍ଭାବନାକୁ ଦର୍ଶାଉଛି। ସେ ଆହୁରି ମଧ୍ୟ ଦୋହରାଇଥିଲେ ଯେ ଆମର ପ୍ରୟାସ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ଆଣିବା ଜାରି ରଖିବ ଯାହା ୧୪୦ କୋଟି ଭାରତୀୟଙ୍କୁ ଉନ୍ନତ ଜୀବନ ଯାପନ କରିବାରେ ଏବଂ ଏକ ବିକଶିତ ଭାରତ ଗଠନରେ ସାହାଯ୍ୟ କରିବ ।
ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି;
୨୦୨୩-୨୪ ର ତୃତୀୟ ତ୍ରୟମାସରେ ୮.୪% ଜିଡିପି ଅଭିବୃଦ୍ଧି ଭାରତୀୟ ଅର୍ଥନୀତିର ଶକ୍ତି ଏବଂ ଏହାର ସମ୍ଭାବନାକୁ ଦର୍ଶାଉଛି। ଆମର ପ୍ରୟାସ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ଆଣିବା ଜାରି ରଖିବ ଯାହା ୧୪୦ କୋଟି ଭାରତୀୟଙ୍କୁ ଏକ ଉନ୍ନତ ଜୀବନ ଯାପନ କରିବାରେ ଏବଂ ଏକ ବିକଶିତ ଭାରତ ଗଠନରେ ସାହାଯ୍ୟ କରିବ।
BS
(रिलीज़ आईडी: 2010803)
आगंतुक पटल : 128
इस विज्ञप्ति को इन भाषाओं में पढ़ें:
हिन्दी
,
Punjabi
,
Telugu
,
Tamil
,
Kannada
,
Bengali
,
Assamese
,
Malayalam
,
Manipuri
,
Gujarati
,
English
,
Urdu
,
Marathi