ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ମୋରାରଜୀଭାଇ ଦେଶାଇଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 29 FEB 2024 10:09AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ମୋରାରଜୀଭାଇ ଦେଶାଇଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ମନ୍ କି ବାତ୍ ଏପିସୋଡ୍ ରୁ ଶ୍ରୀ ମୋଦୀ ଶ୍ରୀ ମୋରାରଜୀଭାଇ ଦେଶାଇଙ୍କ ବିଷୟରେ ତାଙ୍କର ଚିନ୍ତାଧାରାର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି;

ମୋରାରଜୀଭାଇ ଦେଶାଇଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି । ଭାରତୀୟ ରାଜନୀତିର ଜଣେ ଦକ୍ଷ ବ୍ୟକ୍ତି ଏବଂ ନିଷ୍ଠା ଓ ସରଳତାର ପ୍ରତୀକ ଭାବେ ସେ ଅତ୍ୟନ୍ତ ନିଷ୍ଠାର ସହ ଦେଶର ସେବା କରିଥିଲେ। ଗତ ଏକ #MannKiBaat ଏପିସୋଡ୍ ରେ ମୁଁ ତାଙ୍କ ବିଷୟରେ ଏହା କହିଥିଲି।

 

BS


(रिलीज़ आईडी: 2010199) आगंतुक पटल : 93
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Bengali-TR , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam