ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସନ୍ଥ ରବିଦାସଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

प्रविष्टि तिथि: 24 FEB 2024 6:57PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସନ୍ଥ ରବିଦାସଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଶ୍ରୀ ମୋଦୀ ଗୁରୁ ରବିଦାସଙ୍କ ଉପରେ ଏକ ଭିଡିଓ ଜରିଆରେ ନିଜ ବିଚାର ସେୟାର କରିଛନ୍ତି ।

 

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

 

ଗୁରୁ ରବିଦାସଙ୍କ ଜୟନ୍ତୀରେ ତାଙ୍କୁ ଆଦରପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ଏହି ଅବସରରେ ଦେଶର ମୋର ସମସ୍ତ ପରିବାରଜନଙ୍କୁ ଢେର ସାରା ଶୁଭକାମନା । ସମାନତା ଏବଂ ସମରସତ୍ତା ଉପରେ ଆଧାରିତ ତାଙ୍କ ସନ୍ଦେଶ ସମାଜର ପ୍ରତ୍ୟେକ ପିଢ଼ିକୁ ପ୍ରେରଣା ଦେବା ଜାରି ରଖିବ

 

 SR


(रिलीज़ आईडी: 2009070) आगंतुक पटल : 116
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam