ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସନ୍ଥ ସିରୋମଣି ଆଚାର୍ଯ୍ୟ ଶ୍ରୀ ୧୦୮ ବିଦ୍ୟାସାଗର ମହାରାଜ ଜୀଙ୍କ ଉପରେ ନିଜ ବିଚାର ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
21 FEB 2024 11:17AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଥ ସିରୋମଣି ଆଚାର୍ଯ୍ୟ ଶ୍ରୀ ୧୦୮ ବିଦ୍ୟାସାଗର ମହାରାଜ ଜୀଙ୍କ ଉପରେ ନିଜ ବିଚାର ରଖିଛନ୍ତି । ଶ୍ରୀ ମୋଦୀ ନରେନ୍ଦ୍ରମୋଦୀଡଟ୍ଇନ୍ ୱେବସାଇଟ୍ରେ ସନ୍ଥ ସିରୋମଣି ଆଚାର୍ଯ୍ୟ ଶ୍ରୀ ୧୦୮ ବିଦ୍ୟାସାଗର ମହାରାଜ ଜୀଙ୍କ ଉପରେ ପୋଷ୍ଟ କରିଥିବା ଲେଖାର ଲିଙ୍କ୍ ସେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ସନ୍ଥ ସିରୋମଣି ଆଚାର୍ଯ୍ୟ ଶ୍ରୀ ୧୦୮ ବିଦ୍ୟାସାଗର ମହାରାଜ ଜୀଙ୍କ ଉପରେ ନିଜ ବିଚାର ରଖିଛି, ଯାହାଙ୍କ ଆଶୀର୍ବାଦ ମୋତେ ଅନେକ ବର୍ଷ ପର୍ଯ୍ୟନ୍ତ ମିଳିଛି ଏବଂ ଯାହାଙ୍କ ଯୋଗଦାନ ମାନବତା ପ୍ରତି ଅମୂଲ୍ୟ ।’
‘ସନ୍ଥ ସିରୋମଣି ଆଚାର୍ଯ୍ୟ ଶ୍ରୀ ୧୦୮ ବିଦ୍ୟାସାଗର ମହାରାଜଙ୍କ ଜୀବନ କେବଳ ଆଧ୍ୟାତ୍ମିକ ଜଗତ ନୁହେଁ ବରଂ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ପରିବେଶ ଭଳି କ୍ଷେତ୍ରରେ ଏକ ପଥ ପ୍ରଦର୍ଶକ ପରି । ଏହା ମୋର ସୌଭାଗ୍ୟ ଯେ ମୋତେ ନିରନ୍ତର ତାଙ୍କ ସାନ୍ନିଧ୍ୟ ମିଳିଥିଲା । ତାଙ୍କ ଦିବ୍ୟ ଏବଂ ପ୍ରେରଣାଦାୟୀ ବ୍ୟକ୍ତିତ୍ୱକୁ ସମର୍ପିତ ଏହି ଆଲେଖ୍ୟ ପଢ଼ନ୍ତୁ..
SR
(रिलीज़ आईडी: 2008256)
आगंतुक पटल : 113
इस विज्ञप्ति को इन भाषाओं में पढ़ें:
Kannada
,
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam