ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ୟୁଏଇ ଗସ୍ତ ପୂର୍ବରୁ ଭାରତୀୟ ସମୁଦାୟକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Posted On: 13 FEB 2024 10:56AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦୁନିଆ ସହ ଭାରତକୁ ଆହୁରି ଗଭୀର ଭାବେ ଯୋଡ଼ିବା ପାଇଁ ଉଦ୍ୟମ ଲାଗି ଭାରତୀୟ ସମୁଦାୟକୁ ପ୍ରଶଂସା କରିଛନ୍ତି ।

 

ସେ କହିଛନ୍ତି ଯେ, ଅହଲାନ ମୋଦୀ କାର୍ଯ୍ୟକ୍ରମରେ ୟୁଏଇର ଭାରତୀୟ ସମୁଦାୟଙ୍କ ମଧ୍ୟରେ ସାମିଲ ହେବାକୁ ସେ ଇଚ୍ଛୁକ ଅଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଦୁନିଆ ସହ ଭାରତକୁ ଆହୁରି ଯୋଡ଼ିବା ପାଇଁ ଉଦ୍ୟମ ଲାଗି ଆମେ ଆମ ଭାରତୀୟ ସମୁଦାୟଙ୍କ ପାଇଁ ଗର୍ବିତ । ଆଜି ସନ୍ଧ୍ୟାରେ ମୁଁ ଅହଲାନ ମୋଦୀ କାର୍ଯ୍ୟକ୍ରମରେ ୟୁଏଇର ଭାରତୀୟ ସମୁଦାୟଙ୍କ ମଧ୍ୟରେ ସାମିଲ ହେବା ପାଇଁ ଅପେକ୍ଷା କରିଛି! ଏହି ସ୍ମରଣୀୟ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତୁ ।’

 

SR



(Release ID: 2005815) Visitor Counter : 57