ପୋଷ୍ଟ କରାଯିବା ଦିନାଙ୍କ:
27 JAN 2024 8:14PM by PIB Bhubaneswar
ଟେନିସ ଖେଳାଳି ରୋହନ ବୋପାନ୍ନା ଅଷ୍ଟ୍ରେଲିଆନ୍ ଓପନ ଜିତିଥିବାରୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ବାରମ୍ବାର, ଅସାଧାରଣ ପ୍ରତିଭାଶାଳୀ ରୋହନ ବୋପାନ୍ନା ଦେଖାଉଛନ୍ତି ଯେ ବୟସ କେବେ ବାଧା ନୁହେଁ!
ଐତିହାସିକ ଅଷ୍ଟ୍ରେଲିଆନ୍ ଓପନ ଜିତିଥିବାରୁ ତାଙ୍କୁ ଅଭିନନ୍ଦନ ।
ତାଙ୍କ ଉଲ୍ଲେଖନୀୟ ଯାତ୍ରା ଆମକୁ ବାରମ୍ବାର ମନେପକାଇଦିଏ ଯେ, ଆମ ଇଚ୍ଛା, କଠିନ ପରିଶ୍ରମ ଏବଂ ଦୃଢ଼ତା ଆମ ସାମର୍ଥ୍ୟକୁ ବ୍ୟାଖ୍ୟା କରେ ।’
SR