ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଅଷ୍ଟ୍ରେଲିଆନ୍ ଓପନ୍ ଜିତିଥିବା ରୋହନ ବୋପାନ୍ନାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

Posted On: 27 JAN 2024 8:14PM by PIB Bhubaneshwar

ଟେନିସ ଖେଳାଳି ରୋହନ ବୋପାନ୍ନା ଅଷ୍ଟ୍ରେଲିଆନ୍ ଓପନ ଜିତିଥିବାରୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ବାରମ୍ବାର, ଅସାଧାରଣ ପ୍ରତିଭାଶାଳୀ ରୋହନ ବୋପାନ୍ନା ଦେଖାଉଛନ୍ତି ଯେ ବୟସ କେବେ ବାଧା ନୁହେଁ!

 

ଐତିହାସିକ ଅଷ୍ଟ୍ରେଲିଆନ୍ ଓପନ ଜିତିଥିବାରୁ ତାଙ୍କୁ ଅଭିନନ୍ଦନ ।

 

ତାଙ୍କ ଉଲ୍ଲେଖନୀୟ ଯାତ୍ରା ଆମକୁ ବାରମ୍ବାର ମନେପକାଇଦିଏ ଯେ, ଆମ ଇଚ୍ଛା, କଠିନ ପରିଶ୍ରମ ଏବଂ ଦୃଢ଼ତା ଆମ ସାମର୍ଥ୍ୟକୁ ବ୍ୟାଖ୍ୟା କରେ ।’

 

SR



(Release ID: 2000386) Visitor Counter : 66