ପୋଷ୍ଟ କରାଯିବା ଦିନାଙ୍କ:
25 JAN 2024 9:44AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ମତଦାତା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଜାତୀୟ ମତଦାତା ଦିବସରେ ଶୁଭକାମନା । ଏହା ଏପରି ଏକ ଅବସର ଯାହା ଆମ ଜୀବନ୍ତ ଗଣତନ୍ତ୍ରର ଉତ୍ସବ ପାଳିଥାଏ ଏବଂ ପୂର୍ବରୁ ପଞ୍ଜୀକରଣ କରାଇ ନ ଥିବା ଲୋକଙ୍କୁ ମତଦାତା ଭାବେ ପଞ୍ଜୀକୃତ ହେବାକୁ ପ୍ରୋତ୍ସାହିତ କରିଥାଏ ।
ପୂର୍ବାହ୍ନ ୧୧ଟାରେ ମୁଁ ନବ ମତଦାତା ସମ୍ମେଳନକୁ ସମ୍ବୋଧିତ କରିବି, ଯାହାକି ପୂରା ଭାରତରେ ପ୍ରଥମ ଥର ମତଦାନ କରିବାକୁ ଥିବା ଭୋଟରଙ୍କୁ ଏକାଠି କରିବ ।’
SR