ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରାଣପ୍ରତିଷ୍ଠାର ପବିତ୍ର ଅବସରରେ ରାମଜ୍ୟୋତି ଜାଳିବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ

प्रविष्टि तिथि: 22 JAN 2024 6:09PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରାଣପ୍ରତିଷ୍ଠାର ଶୁଭ ଅବସରରେ ରାମ ଜ୍ୟୋତି ଜଳାଇ ଶ୍ରୀ ରାମଲଲାଙ୍କୁ ସ୍ୱାଗତ କରିବାକୁ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଅଯୋଧ୍ୟା ଧାମରେ ଆଜି ରାମଲଲା ତାଙ୍କ ଭବ୍ୟ ମନ୍ଦିରରେ ବିରାଜମାନ ହୋଇଛନ୍ତି । ଏହି ଶୁଭ ଅବସରରେ ରାମ ଜ୍ୟୋତି ଜାଳିବାକୁ ଏବଂ ନିଜ ନିଜ ଘରେ ମଧ୍ୟ ତାଙ୍କୁ ସ୍ୱାଗତ କରିବାକୁ ସମସ୍ତ ଦେଶବାସୀଙ୍କୁ ନିବେଦନ କରୁଛି । ଜୟ ସିୟାରାମ!’

         

 SR


(रिलीज़ आईडी: 1998836) आगंतुक पटल : 102
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam