ପୋଷ୍ଟ କରାଯିବା ଦିନାଙ୍କ:
21 JAN 2024 3:42PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାମସେତୁର ଆରମ୍ଭ ସ୍ଥାନ ଅରିଚଲ ମୁନାଇ ପରିଦର୍ଶନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ପ୍ରଭୁ ଶ୍ରୀରାମଙ୍କ ଜୀବନରେ ଏକ ବିଶେଷ ମହତ୍ତ୍ୱ ରଖୁଥିବା ଅରିଚଲ ମୁନାଇ ପରିଦର୍ଶନ କରିବାର ସୁଯୋଗ ପାଇଲି । ଏହା ରାମ ସେତୁର ଆରମ୍ଭ ସ୍ଥାନ ।’
SR