ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରାମ ସେତୁ ଆରମ୍ଭ ସ୍ଥାନ ଅରିଚଲ ମୁନାଇ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
21 JAN 2024 3:42PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାମସେତୁର ଆରମ୍ଭ ସ୍ଥାନ ଅରିଚଲ ମୁନାଇ ପରିଦର୍ଶନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ପ୍ରଭୁ ଶ୍ରୀରାମଙ୍କ ଜୀବନରେ ଏକ ବିଶେଷ ମହତ୍ତ୍ୱ ରଖୁଥିବା ଅରିଚଲ ମୁନାଇ ପରିଦର୍ଶନ କରିବାର ସୁଯୋଗ ପାଇଲି । ଏହା ରାମ ସେତୁର ଆରମ୍ଭ ସ୍ଥାନ ।’
SR
(रिलीज़ आईडी: 1998593)
आगंतुक पटल : 95
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam