ପୋଷ୍ଟ କରାଯିବା ଦିନାଙ୍କ:
21 JAN 2024 9:24AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଣିପୁର ଲୋକଙ୍କୁ ରାଜ୍ୟର ସ୍ଥାପନା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ।
ଏହି ଉତ୍ତରପୂର୍ବ ରାଜ୍ୟର ନିରନ୍ତର ବିକାଶ ପାଇଁ ସେ ପ୍ରାର୍ଥନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ମଣିପୁର ରାଜ୍ୟ ପ୍ରତିଷ୍ଠା ଦିବସରେ ରାଜ୍ୟର ଲୋକଙ୍କୁ ମୋର ଶୁଭକାମନା । ଭାରତର ପ୍ରଗତିରେ ମଣିପୁରର ମଜଭୁତ ଯୋଗଦାନ ରହିଛି । ଆମେ ରାଜ୍ୟର ସଂସ୍କୃତି ଏବଂ ପରମ୍ପରା ଉପରେ ଗର୍ବ କରିଥାଉ । ମୁଁ ମଣିପୁରର ନିରନ୍ତର ବିକାଶ ପାଇଁ ପ୍ରାର୍ଥନା କରୁଛି ।’
SR