କ୍ୟାବିନେଟ
ଷୋଡ଼ଶ ଅର୍ଥ ଆୟୋଗ ପାଇଁ ପଦବୀ ସୃଷ୍ଟି କୁ କ୍ୟାବିନେଟ୍ ମଞ୍ଜୁରୀ
ପୋଷ୍ଟ କରାଯିବା ଦିନାଙ୍କ:
18 JAN 2024 12:54PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଡିସେମ୍ବର ୩୧, ୨୦୨୩ ତାରିଖର ବିଜ୍ଞପ୍ତି ଜରିଆରେ ସମ୍ବିଧାନର ଧାରା ୨୮୦ ଅନୁଯାୟୀ ଗଠିତ ୧୬ତମ ଅର୍ଥ ଆୟୋଗ ପାଇଁ ଯୁଗ୍ମ ସଚିବ ସ୍ତରରେ ୩ ଟି ପଦବୀ ଅର୍ଥାତ୍ ଯୁଗ୍ମ ସଚିବ ଙ୍କ ୨ଟି ପଦବୀ ଏବଂ ଅର୍ଥନୈତିକ ପରାମର୍ଶଦାତା ପଦବୀ ସୃଷ୍ଟି କୁ ଅନୁମୋଦନ ମିଳିଛି ।
ନୂତନ ଭାବେ ସୃଷ୍ଟି ହୋଇଥିବା ପଦବୀଗୁଡ଼ିକ ଆୟୋଗର କାର୍ଯ୍ୟ ସମ୍ପାଦନରେ ସାହାଯ୍ୟ କରିବା ଆବଶ୍ୟକ । ଆୟୋଗର ଅନ୍ୟ ସମସ୍ତ ପଦବୀ ନିର୍ଦ୍ଧାରିତ କ୍ଷମତା ଅନୁଯାୟୀ ସୃଷ୍ଟି ହୋଇସାରିଛି।
BS
(ରିଲିଜ ଆଡି: 1997365)
ପରିଦର୍ଶକ କାଉଣ୍ଟର : 174
ଏହି ରିଲିଜ ପଢନ୍ତୁ :
Marathi
,
Tamil
,
Kannada
,
Bengali
,
English
,
Urdu
,
हिन्दी
,
Nepali
,
Assamese
,
Manipuri
,
Punjabi
,
Gujarati
,
Telugu
,
Malayalam