ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଲତା ମଙ୍ଗେସକର ଗାଇଥିବା ଶ୍ରୀ ରାମ ରକ୍ଷା ସଙ୍ଗୀତର ଶ୍ଲୋକ ସେୟାର କଲେ ପ୍ରଧାନମନ୍ତ୍ରୀ
Posted On:
17 JAN 2024 8:10AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲତା ମଙ୍ଗେସକର ଗାଇଥିବା ଶ୍ରୀ ରାମ ରକ୍ଷା ଗୀତର ଶ୍ଲୋକ ‘ମାତା ରାମୋ ମାତାପିତା ରାମଚନ୍ଦ୍ର’ ସେୟାର କରିଛନ୍ତି ।
ଏହା ମହାନ ଗାୟିକାଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ଶେଷ ଶ୍ଲୋକ ଥିଲା ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଦେଶ ବଡ଼ ଉତ୍ସାହର ସହ ଜାନୁଆରୀ ୨୨କୁ ଅପେକ୍ଷା କରିଥିବାବେଳେ ଯେଉଁ ଲୋକଙ୍କ ଅଭାବ ଅନୁଭୂତ ହେଉଛି ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଆମ ପ୍ରିୟ ଲତା ଦିଦି ।
ଏହା ତାଙ୍କ ଦ୍ୱାରା ଗାନ କରାଯାଇଥିବା ଏକ ଶ୍ଲୋକ । ତାଙ୍କ ପରିବାର ମୋତେ କହିଥିଲେ ଯେ ଏହା ତାଙ୍କ ଶେଷ ଶ୍ଲୋକ ଥିଲା ଯାହାକୁ ସେ ରେକର୍ଡ କରିଥିଲେ ।’
SR
(Release ID: 1996891)
Visitor Counter : 87
Read this release in:
Kannada
,
English
,
Urdu
,
Hindi
,
Marathi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Malayalam