ପୋଷ୍ଟ କରାଯିବା ଦିନାଙ୍କ:
09 JAN 2024 10:05PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁଟାନରେ ସଂସଦୀୟ ନିର୍ବାଚନ ଜିତିଥିବାରୁ ମହାମହିମ ସେରିଙ୍ଗ ତୋବଗେ ଏବଂ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟିକୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି :
ସେ ଟ୍ୱିଟ୍ କରି ଲେଖିଛନ୍ତି, ଭୁଟାନରେ ସଂସଦୀୟ ନିର୍ବାଚନ ଜିତିଥିବାରୁ ମୋର ବନ୍ଧୁ ସେରିଙ୍ଗ ତୋବଗେ ଏବଂ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟିକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ବନ୍ଧୁତା ଓ ସହଯୋଗର ଅନନ୍ୟ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ପୁଣି ଥରେ ଏକାଠି କାମ କରିବାକୁ ମୁଁ ଆଗ୍ରହୀ ।
***
SSP