ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

୨୦୨୩ ଡିସେମ୍ବର ୧୪ରେ ପୁନେର ଏସ୍‌ପି କଲେଜରେ ସବୁଠୁ ବଡ଼ ଶିକ୍ଷାଗତ ଗତିବିଧିରେ ଗିନିଜ୍ ୱାର୍ଲ୍ଡ ରେକର୍ଡକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Posted On: 14 DEC 2023 4:48PM by PIB Bhubaneshwar

୨୦୨୩ ଡିସେମ୍ବର ୧୪ରେ ପୁନେର ଏସ୍‌ପି କଲେଜରେ ସବୁଠୁ ବଡ଼ ଶିକ୍ଷାଗତ ଗତିବିଧିରେ ଗିନିଜ୍ ୱାର୍ଲ୍ଡ ରେକର୍ଡକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । ଏଠାରେ ୩,୦୬୬ ପିତାମାତା କାହାଣୀ ଶୁଣାଇବା ମାଧ୍ୟମରେ ସମାଜରେ ପଢ଼ିବା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ନିଜ ପିଲାମାନଙ୍କୁ ପଢ଼ାଇଥିଲେ ।

 

ନ୍ୟାସନାଲ ବୁକ୍ ଟ୍ରଷ୍ଟର ଏକ ଏକ୍ସ ପୋଷ୍ଟ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି:

 

‘ପଢ଼ିବାର ଖୁସିକୁ ପ୍ରସାର  କରିବା ଦିଗରେ ପ୍ରଶଂସନୀୟ ପଦକ୍ଷେପ । ଏଥିରେ ସାମିଲ ହୋଇଥିବା ଲୋକଙ୍କୁ ପ୍ରଶଂସା ।’

 

  SR



(Release ID: 1986578) Visitor Counter : 50