ପୋଷ୍ଟ କରାଯିବା ଦିନାଙ୍କ:
06 DEC 2023 8:27PM by PIB Bhubaneswar
ସଶସ୍ତ୍ର ବାହିନୀ ପତାକା ଦିବସରେ ଦେଶର ସମସ୍ତ ସାହସୀ ସୈନିକଙ୍କ ବୀରତ୍ୱ, ପ୍ରତିବଦ୍ଧତା ଏବଂ ବଳିଦାନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଆଜି ସଶସ୍ତ୍ର ବାହିନୀ ପତାକା ଦିବସରେ ଦେଶର ସମସ୍ତ ସାହସୀ ସୈନିକଙ୍କ ବୀରତ୍ୱ, ପ୍ରତିବଦ୍ଧତା ଏବଂ ବଳିଦାନକୁ ସମ୍ମାନ ଜଣାଉଛୁ । ଆମ ଦେଶକୁ ସୁରକ୍ଷା ଦେବାରେ ସେମାନଙ୍କ ଉତ୍ସର୍ଗୀକୃତତା ଅତୁଳନୀୟ । ସଭିଏଁ ଆର୍ମଡ୍ ଫୋର୍ସେସ୍ ଫ୍ଲାଗ୍ ଡେ ଫଣ୍ଡ୍କୁ ଦାନ କରିବାକୁ ଅପିଲ କରୁଛି ।’
SR