ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନୌସେନା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
Posted On:
04 DEC 2023 12:03PM by PIB Bhubaneshwar
ନୌସେନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ନୌସେନା ଦିବସରେ ଭାରତୀୟ ନୌସେନାର ସମସ୍ତ କର୍ମଚାରୀଙ୍କୁ ଶୁଭେଚ୍ଛା । ଆମ ସାମୁଦ୍ରିକ ସୁରକ୍ଷା ଦିଗରେ ସେମାନଙ୍କ ପ୍ରତିବଦ୍ଧତା, କର୍ତ୍ତବ୍ୟ ପ୍ରତି ସେମାନଙ୍କ ଅତୁଟ ସମର୍ପଣ ଏବଂ ଆମ ଦେଶ ପ୍ରତି ଭଲପାଇବାର ପ୍ରମାଣ । ସମସ୍ତ ପରିସ୍ଥିତିରେ ସେମାନଙ୍କ ସଂକଳ୍ପ ଏବଂ ସାହସ ଅଟଳ ରହିଥାଏ । ଆମେ ସେମାନଙ୍କ ସେବା ଏବଂ ବଳିଦାନ ପ୍ରତି ସର୍ବଦା କୃତଜ୍ଞ ।
ଆଜି ମହାରାଷ୍ଟ୍ରର ସିନ୍ଧୁଦୁର୍ଗଠାରେ ନୌସେନା ଦିବସ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛି । ଛତ୍ରପତି ଶିବାଜୀ ମହାରାଜଙ୍କ ସହ ଏହି ସ୍ଥାନର ନିବିଡ଼ ସମ୍ପର୍କ ରହିଛି, ଯିଏ କି ମଜଭୁତ ନୌସେନା ଗଠନର ପ୍ରୟାସ ପାଇଁ ପରିଚିତ ।’
SR
(Release ID: 1982284)
Visitor Counter : 96
Read this release in:
English
,
Urdu
,
Marathi
,
Hindi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam