ପୋଷ୍ଟ କରାଯିବା ଦିନାଙ୍କ:
03 DEC 2023 10:01AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଆମ ଇତିହାସରେ ଡ. ରାଜେନ୍ଦ୍ର ପ୍ରସାଦଙ୍କ ଗଭୀର ଜ୍ଞାନ ଏବଂ ସ୍ଥିର ନେତୃତ୍ୱ ଗର୍ବର ଏକ ଉତ୍ସ । ଗଣତନ୍ତ୍ର ଏବଂ ଏକତାର ଚାମ୍ପିୟନ ଭାବେ ତାଙ୍କ ଉଦ୍ୟମ ପିଢ଼ି ପରେ ପିଢ଼ି ପର୍ଯ୍ୟନ୍ତ ମନେ ରହିବ । ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ।’
SR