ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଉଜ୍ବେକିସ୍ତାନ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
Posted On:
01 DEC 2023 9:36PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୟୁଏଇରେ କପ୍ ୨୮ ସମ୍ମିଳନୀରେ ଯୋଗ ଦେବା ଅବସରରେ ୨୦୨୩ ଡିସେମ୍ବର ୧ରେ ଉଜବେକିସ୍ତାନର ରାଷ୍ଟ୍ରପତି ଶ୍ରୀ ଶାଭ୍କତ୍ ମିର୍ଜିୟୋୟେଭ୍ଙ୍କୁ ଭେଟିଛନ୍ତି ।
ଭଏସ୍ ଅଫ୍ ଗ୍ଲୋବାଲ ସାଉଥ ସମ୍ମିଳନୀରେ ଉଜବେକିସ୍ତାନର ଅଂଶଗ୍ରହଣ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ରାଷ୍ଟ୍ରପତି ଶ୍ରୀ ଶାଭ୍କତ୍ ମିର୍ଜିୟୋୟେଭ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଉଭୟ ନେତା ସ୍ୱାସ୍ଥ୍ୟ, ଶିକ୍ଷା, ଫାର୍ମାସ୍ୟୁଟିକାଲ୍ସ ଏବଂ ପାରମ୍ପରିକ ଔଷଧ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର କରିବାକୁ ଆଲୋଚନା କରିଛନ୍ତି । ଉଜବେକିସ୍ତାନ ସହ ଆମ ବିକାଶ ଭାଗିଦାରୀକୁ ବଢ଼ାଇବାକୁ ଭାରତର ସମର୍ଥନକୁ ପ୍ରଧାନମନ୍ତ୍ରୀ ସୁନିଶ୍ଚିତ କରିଛନ୍ତି ।
SR
(Release ID: 1982262)
Visitor Counter : 76
Read this release in:
English
,
Urdu
,
Marathi
,
Hindi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam