ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଦ୍ୱିତୀୟ ତ୍ରୟମାସିକରେ ଜିଡିପି ଅଭିବୃଦ୍ଧି ସଂଖ୍ୟା ଭାରତୀୟ ଅର୍ଥନୀତିର ସ୍ଥିରତା ଏବଂ ଶକ୍ତି ପ୍ରଦର୍ଶନ କରେ: ପ୍ରଧାନମନ୍ତ୍ରୀ
Posted On:
30 NOV 2023 7:33PM by PIB Bhubaneshwar
ବୈଶ୍ୱିକ ସ୍ତରରେ ଏକ କଠିନ ସମୟ ଭିତରେ ଦ୍ୱିତୀୟ ତ୍ରୟମାସିକରେ ଭାରତର ଜିଡିପି ଅଭିବୃଦ୍ଧି ସଂଖ୍ୟା ଭାରତୀୟ ଅର୍ଥନୀତିର ସ୍ଥିରତା ଏବଂ ଶକ୍ତି ପ୍ରଦର୍ଶନ କରେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ବୈଶ୍ୱିକ ସ୍ତରରେ ଏପରି ଆହ୍ୱାନମୂଳକ ସମୟ ଭିତରେ ଭାରତର ଜିଡିପି ଅଭିବୃଦ୍ଧି ସଂଖ୍ୟା ଭାରତୀୟ ଅର୍ଥନୀତିର ସ୍ଥିରତା ଏବଂ ଶକ୍ତି ପ୍ରଦର୍ଶନ କରେ । ଅଧିକ ସୁଯୋଗ ସୃଷ୍ଟି କରିବା, ଦାରିଦ୍ର୍ୟତା ଦୂର ସହ ଆମ ଲୋକଙ୍କ ଜୀବନକୁ ସହଜ କରିବା ଲାଗି ସବୁ ପ୍ରକାର ସୁଧାର ଆଣିବା ସହ ଦ୍ରୁତଗତିରେ ବିକାଶକୁ ସୁନିଶ୍ଚିତ କରିବାକୁ ଆମେ ପ୍ରତିବଦ୍ଧ ।’
The GDP growth numbers for Q2 display the resilience and strength of the Indian economy in the midst of such testing times globally. We are committed to ensuring fast paced growth to create more opportunities, rapid eradication of poverty and improving ‘Ease Of Living’ for our…
— Narendra Modi (@narendramodi) November 30, 2023
SR
(Release ID: 1981392)
Visitor Counter : 72
Read this release in:
Gujarati
,
Manipuri
,
English
,
Urdu
,
Marathi
,
Hindi
,
Bengali
,
Assamese
,
Punjabi
,
Tamil
,
Telugu
,
Kannada
,
Malayalam