ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆମେରିକାରେ ଅନୁଷ୍ଠିତ ୧୬ତମ ବିଶ୍ୱ ୱୁସୁ ଚାମ୍ପିୟନଶିପରେ ପଦକ ଜିତିଥିବା ରୋଶିବିନା ଦେବୀ, କୁଶଲ କୁମାର ଏବଂ ଚାଭିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
Posted On:
23 NOV 2023 10:51AM by PIB Bhubaneshwar
ଆମେରିକାରେ ନିକଟରେ ଅନୁଷ୍ଠିତ ୧୬ତମ ବିଶ୍ୱ ୱୁସୁ ଚାମ୍ପିୟନଶିପରେ ପଦକ ଜିତିଥିବା ରୋଶିବିନା ଦେବୀ, କୁଶଲ କୁମାର ଏବଂ ଚାଭିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଆମେରିକାରେ ଅନୁଷ୍ଠିତ ୧୬ତମ ବିଶ୍ୱ ୱୁସୁ ଚାମ୍ପିୟନଶିପରେ ପଦକ ଜିତିଥିବା ଆମ ୱୁସୁ ଚାମ୍ପିୟନ ରୋଶିବିନା ଦେବୀ, କୁଶଲ କୁମାର ଏବଂ ଚାଭିଙ୍କୁ ଅଭିନନ୍ଦନ । ସେମାନଙ୍କ ନିଷ୍ଠା, ଦକ୍ଷତା ବାସ୍ତବରେ ଦେଶକୁ ଗର୍ବିତ କରିଛି । ସେମାନଙ୍କ ସଫଳତା ଭାରତରେ ୱୁସୁକୁ ଆହୁରି ଲୋକପ୍ରିୟ କରିବ । ସେମାନଙ୍କ ଭବିଷ୍ୟତର ଉଦ୍ୟମ ପାଇଁ ଶୁଭକାମନା ।’
SR
(Release ID: 1979022)
Visitor Counter : 92
Read this release in:
Kannada
,
English
,
Urdu
,
Marathi
,
Hindi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam