ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆର୍ଜେଣ୍ଟିନା ରାଷ୍ଟ୍ରପତି ନିର୍ବାଚନ ଜିତିଥିବା ଜାଭିଅର ମିଲେଇଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପୋଷ୍ଟ କରାଯିବା ଦିନାଙ୍କ: 20 NOV 2023 5:00PM by PIB Bhubaneshwar

ଆର୍ଜେଣ୍ଟିନା ରାଷ୍ଟ୍ରପତି ନିର୍ବାଚନ ଜିତିଥିବା ଜାଭିଅର ମିଲେଇଙ୍କୁ  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ରାଷ୍ଟ୍ରପତି ନିର୍ବାଚନରେ ବିଜୟ ଲାଭ କରିଥିବା ଜାଭିଅର ମିଲେଇଙ୍କୁ  ଅଭିନନ୍ଦନ । ଭାରତ-ଆର୍ଜେଣ୍ଟିନା ରଣନୀତିକ ଭାଗୀଦାରିକୁ ବିବିଧ ଏବଂ ବିସ୍ତାର କରିବା ପାଇଁ ଆପଣଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ଅପେକ୍ଷା ।’

 

SR


(ରିଲିଜ ଆଡି: 1978423) ପରିଦର୍ଶକ କାଉଣ୍ଟର : 101