ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଛତିଶଗଡ଼ର ଡୋଙ୍ଗରଗଡ଼ରେ ମା’ ବାମଲେଶ୍ୱରୀଙ୍କଠାରେ ପ୍ରଧାନମନ୍ତ୍ରୀଙ୍କ ପୂଜାର୍ଚ୍ଚନା

Posted On: 05 NOV 2023 2:40PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଛତିଶଗଡ଼ର ଡୋଙ୍ଗରଗଡ଼ରେ ମା ବାମଲେଶ୍ୱରୀଙ୍କୁ ପୂଜା କରିଛନ୍ତି ଏବଂ ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧି ପାଇଁ ଆଶୀର୍ବାଦ ଲୋଡ଼ିଛନ୍ତି ।

 

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

 

ଛତିଶଗଡ଼ର ଡୋଙ୍ଗରଗଡ଼ରେ ମା ବାମଲେଶ୍ୱରୀଙ୍କ ଦିବ୍ୟ ଦର୍ଶନ ଏବଂ ପୂଜାରେ ମନ ବେଶ ସନ୍ତୁଷ୍ଟ । ରାଜ୍ୟରେ ନିଜ ପରିବାରଜନଙ୍କ ସୁଖ-ସମୃଦ୍ଧି କାମନା କରିଛି ।

 

 SR



(Release ID: 1974961) Visitor Counter : 79