ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବିଶ୍ୱକପ୍ ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ ଭାରତର ବିଜୟକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ପୋଷ୍ଟ କରାଯିବା ଦିନାଙ୍କ:
02 NOV 2023 9:34PM by PIB Bhubaneshwar
କ୍ରିକେଟ ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷରେ ଚମତ୍କାର ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ବିଶ୍ୱକପରେ ଟିମ୍ ଇଣ୍ଡିଆ ଅଜେୟ ରହିଛି!
ଶ୍ରୀଲଙ୍କା ବିପକ୍ଷରେ ଏକ ଚମତ୍କାର ବିଜୟ ପାଇଁ ଦଳକୁ ଅଭିନନ୍ଦନ! ଏହା ଏକ ଅତୁଳନୀୟ ଟିମୱର୍କ ଏବଂ ମଜଭୁତ ପ୍ରଦର୍ଶନ ଥିଲା ।’
SR
(ରିଲିଜ ଆଡି: 1974382)
ପରିଦର୍ଶକ କାଉଣ୍ଟର : 122
ଏହି ରିଲିଜ ପଢନ୍ତୁ :
Kannada
,
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam