ଅର୍ଥ ମନ୍ତ୍ରଣାଳୟ
azadi ka amrit mahotsav

ଅକ୍ଟୋବର ୨୦୨୩ ପାଇଁ ଜିଏସ୍‌ଟି ରାଜସ୍ୱ ସଂଗ୍ରହ ଦ୍ୱିତୀୟ ସର୍ବାଧିକ


ମୋଟ ଜିଏସଟି ସଂଗ୍ରହ ୧.୭୨ ଲକ୍ଷ କୋଟି ଟଙ୍କା

୧୩% ବାର୍ଷିକ ବୃଦ୍ଧି ରେକର୍ଡ

ଘରୋଇ କାରବାରରୁ ଆୟ (ସେବା ଆମଦାନୀକୁ ଅନ୍ତର୍ଭୁକ୍ତ କରି) ମଧ୍ୟ ୧୩% ଅଧିକ ରହିଛି

୨୦୨୩ - ୨୪ ଆର୍ଥିକ ବର୍ଷରେ ହାରାହାରି ମୋଟ ମାସିକ ଜିଏସ୍‌ଟି ଆଦାୟ ସମାନ ସମୟ ତୁଳନାରେ ୧୧% ଅଧିକ ହୋଇ ୧.୬୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି

Posted On: 01 NOV 2023 2:31PM by PIB Bhubaneshwar

୨୦୨୩ ଅକ୍ଟୋବର ମାସରେ ମୋଟ ଜିଏସ୍‌ଟି ରାଜସ୍ୱ ଆଦାୟ ୧,୭୨,୦୦୩ କୋଟି ଟଙ୍କା ରହିଛି, ସେଥି ମଧ୍ୟରୁ ୩୦,୦୬୨ କୋଟି ଟଙ୍କା ସିଜିଏସ୍‌ଟି, ୩୮,୧୭୧ କୋଟି ଟଙ୍କା ଏସ୍‌ଜିଏସ୍‌ଟି, ୯୧,୩୧୫ କୋଟି ଟଙ୍କା (ସାମଗ୍ରୀ ଆମଦାନୀ ଉପରେ ଆଦାୟ ହୋଇଥିବା ୪୨,୧୨୭ କୋଟି ଟଙ୍କାକୁ ଅନ୍ତର୍ଭୁକ୍ତ କରି) ହେଉଛି ଆଇଜିଏସ୍‌ଟି ଏବଂ ୧୨,୪୫୬ କୋଟି ଟଙ୍କା (ସାମଗ୍ରୀ ଆମଦାନୀ ଉପରେ ଆଦାୟ ହୋଇଥିବା ୧,୨୯୪ କୋଟି ଟଙ୍କାକୁ ଅନ୍ତର୍ଭୁକ୍ତ କରି) ହେଉଛି ସେସ୍ ।

ଆଇଜିଏସ୍‌ଟିରୁ ସରକାର ସିଜିଏସ୍‌ଟିକୁ ୪୨,୮୭୩ କୋଟି ଟଙ୍କା ଏବଂ ଏସ୍‌ଜିଏସ୍‌ଟିକୁ ୩୬,୬୧୪ କୋଟି ଟଙ୍କା ପ୍ରଦାନ କରିଛନ୍ତି । ନିୟମିତ ବନ୍ଦୋବସ୍ତ ପରେ ୨୦୨୩ ଅକ୍ଟୋବର ମାସରେ କେନ୍ଦ୍ର ଓ ରାଜ୍ୟର ମୋଟ ରାଜସ୍ୱ ସିଜିଏସ୍‌ଟି ପାଇଁ ୭୨,୯୩୪ କୋଟି ଟଙ୍କା ଏବଂ ଏସ୍‌ଜିଏସ୍‌ଟି ପାଇଁ ୭୪,୭୮୫ କୋଟି ଟଙ୍କା ରହିଛି ।

୨୦୨୩ ଅକ୍ଟୋବର ମାସର ମୋଟ ଜିଏସ୍‌ଟି ରାଜସ୍ୱ ଗତ ବର୍ଷ ସମାନ ମାସ ତୁଳନାରେ ୧୩% ଅଧିକ ଅଟେ । ଏହି ମାସରେ ଘରୋଇ କାରବାର (ସେବା ଆମଦାନୀକୁ ଅନ୍ତର୍ଭୁକ୍ତ କରି) ରୁ ସଂଗୃହୀତ ରାଜସ୍ୱ ମଧ୍ୟ ଗତ ବର୍ଷ ସମାନ ମାସରେ ଏହି ଉତ୍ସରୁ ସଂଗ୍ରହ ହୋଇଥିବା ରାଜସ୍ୱ ତୁଳନାରେ ୧୩% ଅଧିକ ରହିଛି । ୨୦୨୩ - ୨୪ ଆର୍ଥିକ ବର୍ଷରେ ହାରାହାରି ମୋଟ ମାସିକ ଜିଏସ୍‌ଟି ସଂଗ୍ରହ ବର୍ତ୍ତମାନ ୧.୬୬ ଲକ୍ଷ କୋଟି ଟଙ୍କା ରହିଛି ଏବଂ ପୂର୍ବ ଆର୍ଥିକ ବର୍ଷର ସମାନ ସମୟ ତୁଳନାରେ ଏହା ୧୧% ଅଧିକ ।

ନିମ୍ନ ଚାର୍ଟରେ ଚଳିତ ବର୍ଷର ମାସିକ ମୋଟ ଜିଏସଟି ରାଜସ୍ୱର ପରିମାଣର ଧାରାକୁ ଦର୍ଶାଯାଇଛି । ନିମ୍ନ ସାରଣୀରେ ୨୦୨୩ ଅକ୍ଟୋବର ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ରାଜ୍ୟର ଜିଏସ୍‌ଟି ରାଜସ୍ୱର ରାଜ୍ୟଭିତ୍ତିକ ତଥ୍ୟ ଉଲ୍ଲେଖ କରାଯାଇଛି ।

ଚାର୍ଟ : ଜିଏସ୍‌ଟି ସଂଗ୍ରହର ଧାରା

Table: SGST & SGST portion of IGST settled to States/UTs

April-October (Rs. in crore)

 

Pre-Settlement SGST

Post-Settlement SGST[1]

State/UT

2022-23

2023-24

Growth

2022-23

2023-24

Growth

Jammu and Kashmir

1,318

1,762

34%

4,299

4,817

12%

Himachal Pradesh

1,341

1,546

15%

3,368

3,302

-2%

Punjab

4,457

4,903

10%

11,378

13,115

15%

Chandigarh

351

389

11%

1,227

1,342

9%

Uttarakhand

2,805

3,139

12%

4,513

4,890

8%

Haryana

10,657

11,637

9%

18,291

20,358

11%

Delhi

8,000

9,064

13%

16,796

18,598

11%

Rajasthan

8,832

9,859

12%

19,922

22,571

13%

Uttar Pradesh

15,848

18,880

19%

38,731

42,482

10%

Bihar

4,110

4,731

15%

13,768

15,173

10%

Sikkim

179

297

66%

489

629

29%

Arunachal Pradesh

282

378

34%

932

1,155

24%

Nagaland

125

177

42%

564

619

10%

Manipur

166

210

27%

812

659

-19%

Mizoram

105

168

60%

488

573

18%

Tripura

242

299

23%

847

928

9%

Meghalaya

265

353

33%

841

988

17%

Assam

2,987

3,428

15%

7,237

8,470

17%

West Bengal

12,682

13,799

9%

22,998

24,607

7%

Jharkhand

4,329

5,152

19%

6,466

7,128

10%

Odisha

8,265

9,374

13%

11,031

12,723

15%

Chhattisgarh

4,285

4,773

11%

6,421

7,656

19%

Madhya Pradesh

6,062

7,384

22%

15,418

18,100

17%

Gujarat

21,644

24,005

11%

32,943

36,322

10%

Dadra and Nagar Haveli and Daman and Diu

381

372

-3%

709

606

-15%

Maharashtra

48,870

58,057

19%

74,612

84,712

14%

Karnataka

20,165

23,400

16%

37,924

42,657

12%

Goa

1,111

1,307

18%

2,024

2,299

14%

Lakshadweep

6

16

162%

18

66

259%

Kerala

7,016

8,082

15%

17,450

18,370

5%

Tamil Nadu

20,836

23,661

14%

34,334

37,476

9%

Puducherry

271

288

6%

695

833

20%

Andaman and Nicobar Islands

112

125

12%

287

311

8%

Telangana

9,538

11,377

19%

21,301

23,478

10%

Andhra Pradesh

7,347

8,128

11%

16,441

18,488

12%

Ladakh

81

121

49%

311

377

21%

Other Territory

97

140

44%

281

685

144%

Grand Total

2,35,167

2,70,777

15%

4,46,167

4,97,562

12%

 

 

****

SSP

 


 


(Release ID: 1973850) Visitor Counter : 137