ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କେରଳ ପିରାଭି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 01 NOV 2023 11:16AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳ ପିରାଭିର ବିଶେଷ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘କେରଳ ପିରାଭିର ବିଶେଷ ଅବସରରେ ଶୁଭେଚ୍ଛା । ନିଜ ପରିଶ୍ରମ ଏବଂ ସାଂସ୍କୃତିକ ଐତିହ୍ୟର ସମୃଦ୍ଧ ଛବି ପାଇଁ ଜଣା କେରଳର ଲୋକେ ସ୍ଥିରତା ଏବଂ ଦୃଢ଼ ସଂକଳ୍ପର ପ୍ରତୀକ । ସେମାନଙ୍କୁ ସବୁବେଳେ ସଫଳତା ମିଳୁ ଏବଂ ନିଜ ଉପଲବ୍ଧିରୁ ପ୍ରେରିତ ହୁଅନ୍ତୁ ।’

 

 SR


(रिलीज़ आईडी: 1973724) आगंतुक पटल : 97
इस विज्ञप्ति को इन भाषाओं में पढ़ें: Kannada , Telugu , English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Malayalam