ପୋଷ୍ଟ କରାଯିବା ଦିନାଙ୍କ:
01 NOV 2023 11:16AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳ ପିରାଭିର ବିଶେଷ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘କେରଳ ପିରାଭିର ବିଶେଷ ଅବସରରେ ଶୁଭେଚ୍ଛା । ନିଜ ପରିଶ୍ରମ ଏବଂ ସାଂସ୍କୃତିକ ଐତିହ୍ୟର ସମୃଦ୍ଧ ଛବି ପାଇଁ ଜଣା କେରଳର ଲୋକେ ସ୍ଥିରତା ଏବଂ ଦୃଢ଼ ସଂକଳ୍ପର ପ୍ରତୀକ । ସେମାନଙ୍କୁ ସବୁବେଳେ ସଫଳତା ମିଳୁ ଏବଂ ନିଜ ଉପଲବ୍ଧିରୁ ପ୍ରେରିତ ହୁଅନ୍ତୁ ।’
SR