ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସିଆନ୍ ପାରା ଗେମ୍ସରେ ଭାରତର ଅସାଧାରଣ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 28 OCT 2023 11:13PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସୀୟ ପାରା ଗେମ୍ସରେ ଭାରତର ଅସାଧାରଣ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ଏବଂ ଏହା ସହିତ ପଦକ ସଂଖ୍ୟା ୧୧୧ ରେ ପହଞ୍ଚିଛି ଶ୍ରୀ ମୋଦୀ କ୍ରୀଡ଼ାବିତମାନଙ୍କ ଅତୁଟ ସମର୍ପଣ ଏବଂ ଅଦମ୍ୟ ମନୋବଳକୁ ପ୍ରଶଂସା କରିଛନ୍ତି

ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି:

ଏସିଆନ୍ ପାରା ଗେମ୍ସରେ ଭାରତର ଅସାଧାରଣ ପ୍ରଦର୍ଶନ ଦେଶକୁ ରୋମାଞ୍ଚିତ କରିଛି। ରେକର୍ଡ ଭାଙ୍ଗି ୧୧୧ ପଦକ ଆଣିଥିବାରୁ ମୁଁ ଆମର ପ୍ରତିଭାବାନ୍ ଆଥଲେଟମାନଙ୍କୁ ଅଭିନନ୍ଦନ ଜଣାଉଛି। ଏହି ସଫଳତା ଆମ ଖେଳାଳିଙ୍କ ଅତୁଟ ସମର୍ପଣ ଅଦମ୍ୟ ମନୋବଳର ପ୍ରମାଣ

 

BS


(रिलीज़ आईडी: 1972984) आगंतुक पटल : 145
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam