ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସିଆନ୍ ପାରା ଗେମ୍ସରେ ତୀରନ୍ଦାଜିରେ ରୌପ୍ୟ ପଦକ ଜିତିଥିବା ରାକେଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 27 OCT 2023 7:41PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ପୁରୁଷ ବ୍ୟକ୍ତିଗତ କମ୍ପାଉଣ୍ଡ ଓପନ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ତୀରନ୍ଦାଜ ରାକେଶ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:

ପୁରୁଷ ବ୍ୟକ୍ତିଗତ କମ୍ପାଉଣ୍ଡ ଓପନ ଇଭେଣ୍ଟରେ ଚମତ୍କାର ରୌପ୍ୟ ପଦକ ହାସଲ କରିଥିବାରୁ ପାରା ତୀରନ୍ଦାଜ ରାକେଶ କୁମାରଙ୍କୁ ଅଭିନନ୍ଦନ।

ସେ ଭାରତକୁ ପ୍ରେରଣା ଦିଅନ୍ତୁ ଏବଂ ଅନେକ ସଫଳତା ସହ ଦେଶକୁ ଗର୍ବିତ କରନ୍ତୁ।

 

 

BS

 


(ରିଲିଜ ଆଡି: 1972348) ପରିଦର୍ଶକ କାଉଣ୍ଟର : 146