ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସିଆନ୍ ପାରା ଗେମ୍ସରେ ତୀରନ୍ଦାଜିରେ ରୌପ୍ୟ ପଦକ ଜିତିଥିବା ରାକେଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି

प्रविष्टि तिथि: 27 OCT 2023 7:41PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ପୁରୁଷ ବ୍ୟକ୍ତିଗତ କମ୍ପାଉଣ୍ଡ ଓପନ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ତୀରନ୍ଦାଜ ରାକେଶ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:

ପୁରୁଷ ବ୍ୟକ୍ତିଗତ କମ୍ପାଉଣ୍ଡ ଓପନ ଇଭେଣ୍ଟରେ ଚମତ୍କାର ରୌପ୍ୟ ପଦକ ହାସଲ କରିଥିବାରୁ ପାରା ତୀରନ୍ଦାଜ ରାକେଶ କୁମାରଙ୍କୁ ଅଭିନନ୍ଦନ

ସେ ଭାରତକୁ ପ୍ରେରଣା ଦିଅନ୍ତୁ ଏବଂ ଅନେକ ସଫଳତା ସହ ଦେଶକୁ ଗର୍ବିତ କରନ୍ତୁ

 

 

BS

 


(रिलीज़ आईडी: 1972348) आगंतुक पटल : 109
इस विज्ञप्ति को इन भाषाओं में पढ़ें: Assamese , हिन्दी , English , Urdu , Marathi , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam