ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସିଆନ୍ ପାରା ଗେମ୍ସ ୨୦୨୨ରେ ବ୍ୟାଡ୍ ମିଣ୍ଟନ୍ ମହିଳା ସିଙ୍ଗଲ୍ସ ଏସ୍ଏଚ୍୬ ଇଭେଣ୍ଟରେ ନିତ୍ୟା ଶ୍ରୀ ଶିବନ ବ୍ରୋଞ୍ଜ ପଦକ ହାସଲ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 26 OCT 2023 11:52AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚୀନର ହାଙ୍ଗଜୋଠାରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ବ୍ୟାଡମିଣ୍ଟନ ମହିଳା ସିଙ୍ଗିଲ୍‌ସ ଏସଏଚ୬ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବାରୁ ନିତ୍ୟା ଶ୍ରୀ ଶିବନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି:

ସେ ଲେଖିଛନ୍ତି, ପାରା ବ୍ୟାଡମିଣ୍ଟନ୍ ମହିଳା ସିଙ୍ଗଲ୍ସ ଏସ୍ଏଚ୍୬ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପାରା ବ୍ୟାଡମିଣ୍ଟନ୍ ଖେଳାଳି ନିତ୍ୟା ଶ୍ରୀ ଶିବନଙ୍କୁ ଅଭିନନ୍ଦନ।

ତାଙ୍କର ଅତୁଟ ସଂକଳ୍ପ ଏବଂ ଅସାଧାରଣ ଦକ୍ଷତା ଆମ ସମସ୍ତଙ୍କ ପାଇଁ ପ୍ରେରଣା।

 

  

BS


(ରିଲିଜ ଆଡି: 1972191) ପରିଦର୍ଶକ କାଉଣ୍ଟର : 137