ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସିଆନ୍ ପାରା ଗେମ୍ସ ୨୦୨୨ର ପୁରୁଷ ସଟ୍ ପୁଟ-ଏଫ୍-୪୬ ଇଭେଣ୍ଟରେ ସଚିନ ସଜେରାଓ ଖିଲାରୀ ସ୍ୱର୍ଣ୍ଣ ପଦକ ହାସଲ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 26 OCT 2023 11:27AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚୀନର ହାଙ୍ଗଜୋଠାରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ସଟ୍ ପୁଟ-ଏଫ୍୪୬ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ସଚିନ ସଜେରାଓ ଖିଲାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:

ଏସିଆନ୍ ପାରା ଗେମ୍ସର ପୁରୁଷ ସଟ୍ ପୁଟ୍-ଏଫ୍-୪୬ ଇଭେଣ୍ଟରେ ସଚିନ ସଜେରାଓ ଖିଲାରୀ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି

ଏହି ଉଲ୍ଲେଖନୀୟ ବିଜୟ ପାଇଁ ସଚିନଙ୍କୁ ବହୁତ ଅଭିନନ୍ଦନ ତାଙ୍କ ସମର୍ପଣ ନିଷ୍ଠା ସମଗ୍ର ଦେଶକୁ ଗର୍ବିତ କରିଛି।

  

  

BS


(रिलीज़ आईडी: 1972185) आगंतुक पटल : 97
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam