ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସିଆନ୍ ପାରା ଗେମ୍ସ ୨୦୨୨ରେ ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସ ଏସଏଲ୩ ଇଭେଣ୍ଟରେ ମାନସୀ ଯୋଶୀ ବ୍ରୋଞ୍ଜ ପଦକ ହାସଲ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 25 OCT 2023 4:35PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚାଇନାର ହାଙ୍ଗଜୋଠାରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସ ଏସଏଲ୩ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବାରୁ ମାନସୀ ଯୋଶୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:

ବ୍ୟାଡ୍ ମିଣ୍ଟନ ମହିଳା ସିଙ୍ଗଲ୍ସ ଏସଏଲ୩ରେ ବ୍ରୋଞ୍ଜ ପଦକ ହାସଲ କରିଥିବାରୁ ମାନସୀ ଯୋଶୀଙ୍କୁ ଅଭିନନ୍ଦନ ଏହା ଏକ ଅବିଶ୍ୱସନୀୟ ସଫଳତା ଏହି ସଫଳତାକୁ ଭାରତ ଅତ୍ୟନ୍ତ ଉତ୍ସାହର ସହ ପାଳନ କରୁଛି

 

BS


(ରିଲିଜ ଆଡି: 1972183) ପରିଦର୍ଶକ କାଉଣ୍ଟର : 98