ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସିଆନ୍ ପାରା ଗେମ୍ସରେ ମହିଳା ୨୦୦ ମିଟର ଓ ଟି-୧୨ରେ ରୌପ୍ୟ ପଦକ ଜିତିଥିବାରୁ ସିମରନ୍ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
26 OCT 2023 9:15PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ମହିଳା ୨୦୦ ମିଟର - ଟି୧୨ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ସିମରନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଭବିଷ୍ୟତ ପାଇଁ ସେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:
ମହିଳା ୨୦୦ ମିଟର- ଟି-୧୨ ଇଭେଣ୍ଟରେ ଚମତ୍କାର ରୌପ୍ୟ ପଦକ ଜିତିଥିବାରୁ ସିମରନଙ୍କୁ ଅଭିନନ୍ଦନ। ଏହି ଅବିଶ୍ୱସନୀୟ ଉପଲବ୍ଧିକୁ ଭାରତ ଗର୍ବର ସହ ପାଳନ କରୁଛି। ଭବିଷ୍ୟତର ସଫଳ ପ୍ରୟାସ ପାଇଁ ଅନେକ ଅନେକ ଶୁଭେଚ୍ଛା।
BS
(रिलीज़ आईडी: 1972023)
आगंतुक पटल : 123
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam