ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସିଆନ୍ ପାରା ଗେମ୍ସ ୨୦୨୨ରେ ମହିଳା ପାରା ପାୱାରଲିଫ୍ଟିଂ ରେ ୬୧ କେଜି ଇଭେଣ୍ଟରେ ଜୈନାବ ଖାତୁନଙ୍କ ରୌପ୍ୟ ପଦକ ପାଇଁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 25 OCT 2023 6:55PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚାଇନାର ହାଙ୍ଗଜୋଠାରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ମହିଳା ପାରା ପାୱାରଲିଫ୍ଟିଂରେ ୬୧ କିଲୋଗ୍ରାମ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ଜୈନବ ଖାତୁନଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି:

ଏହି ଅବିଶ୍ୱସନୀୟ ସଫଳତା ପାଇଁ ଜୈନବ ଖାତୁନଙ୍କୁ ଅଭିନନ୍ଦନ ମହିଳା ପାରା ପାୱାରଲିଫ୍ଟିଂରେ ୬୧ କେଜି ଓଜନ ବର୍ଗରେ ରୌପ ପଦକ ହାସଲ କରିବା ସମଗ୍ର ଭାରତ ପାଇଁ ଗୌରବର ବିଷୟ।  ଜୈନବଙ୍କ ଅତୁଳନୀୟ ସଂକଳ୍ପ ପ୍ରତିବଦ୍ଧତା ଉଲ୍ଲେଖନୀୟ। ତାଙ୍କର ଆଗାମୀ ପ୍ରୟାସ ପାଇଁ ଶୁଭେଚ୍ଛା

 

 

BS


(ରିଲିଜ ଆଡି: 1971632) ପରିଦର୍ଶକ କାଉଣ୍ଟର : 145