ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସିଆନ୍ ପାରା ଗେମ୍ସରେ ମହିଳା ୧୦ ମିଟର ଏୟାର ପିସ୍ତଲ ଏସଏଚ୧ ପି-୨ରେ ବ୍ରୋଞ୍ଜ ପଦକ ଜିତିଥିବା ସୁଟର ରୁବିନା ଫ୍ରାନ୍ସିସଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 24 OCT 2023 7:10PM by PIB Bhubaneswar

:  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସୀୟ ପାରା ଗେମ୍ସରେ ପି-୨- ମହିଳା ୧୦ ମିଟର ଏୟାର ପିସ୍ତଲ ଏସଏଚ୧ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ସୁଟର ରୁବିନା ଫ୍ରାନ୍ସିସ୍ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସେ ରୁବିନାଙ୍କ ଅବିଶ୍ୱସନୀୟ ସମର୍ପଣ ଏବଂ ନିଷ୍ଠାକୁ ପ୍ରଶଂସା କରିବା ସହ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:

ଏସୀୟ ପାରା ଗେମ୍ସରେ ମହିଳା ୧୦ ମିଟର ଏୟାର ପିସ୍ତଲ ଏସଏଚ୧ ଇଭେଣ୍ଟରେ ରୁବିନା ଫ୍ରାନ୍ସିସ୍   ବ୍ରୋଞ୍ଜ ପଦକ ଜିତିଛନ୍ତି।

ରୁବିନାଙ୍କ ଅବିଶ୍ୱସନୀୟ ସମର୍ପଣ ଏବଂ ନିଷ୍ଠା ଏହାକୁ ସମ୍ଭବ କରିଛି । ଭବିଷ୍ୟତ ପ୍ରୟାସ ପାଇଁ ଶୁଭେଚ୍ଛା।

 

 

BS


(ରିଲିଜ ଆଡି: 1970802) ପରିଦର୍ଶକ କାଉଣ୍ଟର : 123