ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆଭ୍ୟନ୍ତରୀଣ ଜଳପଥ ପରିବହନ ଏକ ଗେମ୍-ଚେଞ୍ଜର ପ୍ରମାଣିତ ହେଉଛି: ପ୍ରଧାନମନ୍ତ୍ରୀ

प्रविष्टि तिथि: 16 OCT 2023 3:51PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତରେ ଆଭ୍ୟନ୍ତରୀଣ ଜଳପଥଗୁଡ଼ିକର ଦୃଶ୍ୟପଟ ପରିବତ୍ତ;ନ କରିବାର ଗୁରୁତ୍ୱକୁ ନିଶ୍ଚିତ କରିଛନ୍ତି ।

 

ଆଭ୍ୟନ୍ତରୀଣ ଜଳପଥ ପରିବହନ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ଦ୍ୱାରା ଲିଖିତ ଏକ ଆର୍ଟିକଲ ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଭ୍ୟନ୍ତରୀଣ ଜଳପଥଗୁଡ଼ିକ ପରିବେଶ ଅନୁକୂଳ ତଥା କମ୍ ବ୍ୟୟବିଶିଷ୍ଟ ପରିବହନର ମାଧ୍ୟମ ଭାବେ ଉଭା ହୋଇଛି ।

 

ଏକ୍ସରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପୋଷ୍ଟ କରାଯାଇଛି:

 

‘କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ବର୍ଣ୍ଣନା କରିଛନ୍ତି ଯେ, ୨୦୧୪ ପରେ କିପରି ଆଭ୍ୟନ୍ତରୀଣ ଜଳପଥ ଏକ ଗେମ୍‌-ଚେଞ୍ଜର ପ୍ରମାଣିତ ହେଉଛି ଏବଂ ପରିବେଶ ଅନୁକୂଳ ତଥା କମ୍ ବ୍ୟୟବିଶିଷ୍ଟ ପରିବହନର ମାଧ୍ୟମ ଭାବେ ଉଭା ହୋଇଛି ।’

 

https://www.thehindubusinessline.com/opinion/unleashing-indias-riverine-potential/article67424205.ece

 

SR


(रिलीज़ आईडी: 1968302) आगंतुक पटल : 128
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Bengali-TR , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam