ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏଫ୍‌ଆଇଡିଇ ବିଶ୍ୱ ଜୁନିଅର ରାପିଡ୍ ଚେସ୍ ଚାମ୍ପିଅନସିପ୍‌ରେ ଉଲ୍ଲେଖନୀୟ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ରୌନକ ସାଧୱାନୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି

प्रविष्टि तिथि: 14 OCT 2023 1:55PM by PIB Bhubaneshwar

 ଏଫ୍‌ଆଇଡିଇ ବିଶ୍ୱ ଜୁନିଅର ରାପିଡ୍ ଚେସ୍ ଚାମ୍ପିଅନସିପ୍ ୨୦୨୩ରେ ଉଲ୍ଲେଖନୀୟ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରୌନକ ସାଧୱାନୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି;

ଏଫ୍‌ଆଇଡିଇ ବିଶ୍ୱ ଜୁନିଅର ରାପିଡ୍ ଚେସ୍ ଚାମ୍ପିଅନସିପ୍ ୨୦୨୩ ରେ ଉଲ୍ଲେଖନୀୟ ବିଜୟ ପାଇଁ @sadhwani2005 ଙ୍କୁ ଅଭିନନ୍ଦନ !

ତାଙ୍କର ରଣନୈତିକ କୌଶଳ ଏବଂ ଦକ୍ଷତା ଜଗତକୁ ଚକିତ କରବା ସହିତ ଦେଶକୁ ଗର୍ବିତ କରିଛି ।

ସେ ତାଙ୍କର ଅପୂର୍ବ ସଫଳତା ସହିତ ଆମ ଦେଶର ଯୁବକ ମାନଙ୍କୁ ପ୍ରେରଣା ଯୋଗାଇ ପାରିବେ । ତାଙ୍କର ଭବିଷ୍ୟତ ପ୍ରୟାସ ପାଇଁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ।

 

***

SSP



 

 


(रिलीज़ आईडी: 1967755) आगंतुक पटल : 90
इस विज्ञप्ति को इन भाषाओं में पढ़ें: Kannada , English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Malayalam