ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମହାଳୟା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
14 OCT 2023 11:46AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାଳୟାର ଶୁଭ ଅବସରରେ ସମସ୍ତଙ୍କୁ ଶୁଭକାମନା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି:
মহালয়ার এই পবিত্রেে
শুভালয়া! "
" ମହାଳୟାର ଏହି ସମ୍ମାନଜନକ ଦିନରେ, ଆମେ ପ୍ରାର୍ଥନା କରୁଛୁ ମା ଦୁର୍ଗା ସମସ୍ତଙ୍କ ଜୀବନକୁ ଶକ୍ତି, ଜ୍ଞାନ ଏବଂ ସମୃଦ୍ଧତା ପାଇଁ ଆଶୀର୍ବାଦ ପ୍ରଦାନ କରନ୍ତୁ । ଏହି ବିଶେଷ ଉତ୍ସବ ସମସ୍ତଙ୍କ ପାଇଁ ସାହସ, ସୌହାର୍ଦ୍ଦ୍ୟ ଏବଂ ସମୃଦ୍ଧତାର ଆଲୋକ ହେଉ ।
ଶୁଭ ମହାଳୟା ! "
******
SSP
(रिलीज़ आईडी: 1967752)
आगंतुक पटल : 133
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam